Tuesday 16 July 2024

ତୋର ଭାଇ ହୋଇଅଛି ଶ୍ରୀକ୍ଷେତ୍ର ମଉଡମଣୀ

ତୋର ଭାଇ ହୋଇଅଛି ଶ୍ରୀକ୍ଷେତ୍ର ମଉଡମଣୀ ଶ୍ୟାମା ଗୋ ତା ପାଖରେ ସଦା ଭକ୍ତଙ୍କ ଗହଳି ଅଚିହ୍ନା ଭଳି ଚାହିଁଲା କଥା ପଦୁଟିଏ ନ କହିଲା ମୋ ମନ କଥା କହିବୁ କରୁଅଛି ମା ଗୋ ଅଳି

No comments:

Post a Comment