Tuesday 16 July 2024

ରବି ସୁଧାକର ନିରତ କର୍ତ୍ତବ୍ୟରେ ରତ

ରବି ସୁଧାକର ନିରତ କର୍ତ୍ତବ୍ୟରେ ରତ ପାଖରେ ସମୟ ନାହିଁ ଦେଖିବାକୁ ପାଞ୍ଜି ଅପଲକ ମଙ୍ଗଳ ଦୃଷ୍ଟି ଋତୁ ଅନୁସାରେ ଖଞ୍ଜନ୍ତି ପତ୍ର ଡାଳ କଢି ଫୁଲ ଫଳ ମଞ୍ଜି

No comments:

Post a Comment