Thursday 18 July 2024

ଏଡିକି କମନୀୟ ସେହି ସାକାର ଶ୍ରୀପୁରୁଷୋତ୍ତମ

ଏଡିକି କମନୀୟ ସେହି ସାକାର ଶ୍ରୀପୁରୁଷୋତ୍ତମ ମୋର ପ୍ରାଣସଖିରେ ଯେଣେ ଗଲି କଲେ ନଜର ଏଣିକି ମୁହିଁ କାହିଁ ଲୁଚାଇବି ଇର୍ଷା ଦ୍ୱେଷ ଲୋଭ ମୋ ପ୍ରାଣସଖିରେ ଅପଲକ ଢାଳି କଲେ ନିଜର

No comments:

Post a Comment