Thursday 18 July 2024

ସାଧାରଣ ଜୀବର ଶକ୍ତି ତାର ଭକ୍ତି

ସାଧାରଣ ଜୀବର ଶକ୍ତି ତାର ଭକ୍ତି ଗୋବିନ୍ଦର ଶକ୍ତି ତା ମୋହନ ରୂପ ଥରୁଟିଏ କୃପା କରି ଦର୍ଶନ ଦେଲେ ମରଦେହ ଛାଡିଯାଏ ସକଳ ପାପ

No comments:

Post a Comment