Sunday 14 July 2024

ତୁହି ଆହାଃ ପଦଟିଏ ଯେବେ କହିଦେଉ ହେ ଗୋବିନ୍ଦ

ତୁହି ଆହାଃ ପଦଟିଏ ଯେବେ କହିଦେଉ ହେ ଗୋବିନ୍ଦ ତୋ ଭକତ ହୃଦୟରେ କୋଟିଏ ବସନ୍ତ ମଳୟ ବହେ ତୁହି କେବେ ଅପଲକ ନୟନରେ କଥା ହୋଇଗଲେ ତୋ ଭକତ ହୃଦ କୋଇଲି ନହୁଲି ତୋତେ ଝୁରୁଥାଏ

No comments:

Post a Comment