Sunday 7 July 2024

ପହଣ୍ଡି ବିଜୟ କାଳରେ ତୁମ୍ଭେ ଅବର୍ଣ୍ଣି ନୀୟ ଆନନ୍ଦ

ପହଣ୍ଡି ବିଜୟ କାଳରେ ତୁମ୍ଭେ ଅବର୍ଣ୍ଣି ନୀୟ ଆନନ୍ଦ ଗୋବିନ୍ଦ ହେ ସିଂହଦ୍ୱାରଠାରେ ସତ୍ୟ ଶିବ ସୁନ୍ଦର ଶୈବ ଶାକ୍ତ ବୈଷ୍ଣବ ଏକଇ ଆଲିଙ୍ଗନରେ ଆବଦ୍ଧ ଭକ୍ତିଟି ହୁଏ କୈବଲ୍ୟର ଆଞ୍ଜୁଳା ଭକ୍ତଟି ଶ୍ରୀମନ୍ଦିର

No comments:

Post a Comment