Thursday 11 July 2024

ଆଉ କିଛି ଉପାୟ ନ ପାଇ ହେ ରାଧା ଗୋବିନ୍ଦ

ଆଉ କିଛି ଉପାୟ ନ ପାଇ ହେ ରାଧା ଗୋବିନ୍ଦ ତୋର ନାମ କୀର୍ତ୍ତନରେ ନିଜକୁ ଦେଲି ବୁଡେଇ ଶୃତି ଜ୍ଞାନ ନାହିଁ ଦୁଃଖୀ କି ରୋଗୀ ସେବି ନାହିଁ ହେ ଗୋବିନ୍ଦ ପଦ୍ମ ପାଦରୁ ନ ଦେବୁ ଆଡେଇ

No comments:

Post a Comment