Wednesday 10 July 2024

ଚଞ୍ଚଳ ମନକୁ ତୋର ସ୍ଥିର କରରେ

ଚଞ୍ଚଳ ମନକୁ ତୋର ସ୍ଥିର କରରେ ଚେତନା ହରେ କୃଷ୍ଣ ହରେ ରାମ ନାମରେ ଗୁନ୍ଥ ମାଳା ବୁଦ୍ଧି କାତକରି ଯମୁନା ପାର ହେବା ଚେତନା ମଥୁରାରେ ଭେଟିବା ଚିତ୍ତ ଚୋରା ନନ୍ଦବଳା

No comments:

Post a Comment