Thursday 18 July 2024

ସାରା ସଂସାରକୁ ସଜାଡି ସ୍ଵୟମ ଅଧା ଗଢା ହେଲୁ

ସାରା ସଂସାରକୁ ସଜାଡି ସ୍ଵୟମ ଅଧା ଗଢା ହେଲୁ ତୋତେ ସଜବାଜ କରୁ କରୁ ସରିଲା ମୋହର ଦିନ ଶ୍ରୀମୁଖରୁ ଆହାଃ ପଦେ ଶୁଣିବାକୁ ଅନେଇ ବସିଛି ଉଦାର ମଧୁର ହେ କୃଷ୍ଣ ଏହି ମୋହର ନିବେଦନ

No comments:

Post a Comment