Wednesday 17 July 2024

ହୃଦୟ କମଳରେ ବସିଲେଣି ଅଧା ଗଢା

ହୃଦୟ କମଳରେ ବସିଲେଣି ଅଧା ଗଢା ନୟନ ପଥରେ ବସିଲେଣି ଶ୍ରୀଜଗନ୍ନାଥ ମନରେ ବସିଲେଣି ନୀଳାଚଳ ନିବାସୀ ବୁଦ୍ଧିରେ ଭିଡ ଜୀବନ ନନ୍ଦିଘୋଷ ରଥ

No comments:

Post a Comment