Tuesday 9 July 2024

ମନ ଦର୍ପଣ କର୍ମ ଫଳ ରସ ଲାଗି ଅସ୍ପଷ୍ଟ ହୋଇଲା

ମନ ଦର୍ପଣ କର୍ମ ଫଳ ରସ ଲାଗି ଅସ୍ପଷ୍ଟ ହୋଇଲା ଶ୍ରୀଗୋବିନ୍ଦ ଦର୍ଶନ କରି ନ ପାରି ହୋଇଲି ମୁଁ ବୁଢା ଗୁରୁ ପଦ୍ମପାଦ ପାଖୁଡ଼ାରେ ମନ ଦର୍ପଣ ହୁଏ ନିର୍ମଳ ଶ୍ରୀଗୁରୁଟି ଶ୍ରୀନୀଳକନ୍ଦରରେ ହୋଇଲେ ଅଧା ଗଢା

No comments:

Post a Comment