Sunday 7 July 2024

ଏଡିକି ବଡ ବଡ ଅପଲକ ଆଖି ଥାଉ ଥାଉ

ଏଡିକି ବଡ ବଡ ଅପଲକ ଆଖି ଥାଉ ଥାଉ ମଣିମା ହେ ଆପଣ କେମିତି ରହନ୍ତି ନିରବ ନନ୍ଦିଘୋଷ ଉପରୁ ଏହି ଗୁଣଟି ଭିକ୍ଷା ଦିଅନ୍ତୁ ମଣିମା ହେ ଆଜିଟି ମହାନ ଗୁଣ୍ଡିଚା ପରବ

No comments:

Post a Comment