Tuesday 16 July 2024

ଶିଳା ବୃକ୍ଷ ମୃଗ ଗଜ ପାପୀ ତପୀ ଭଜି ତରିଗଲେ

ଶିଳା ବୃକ୍ଷ ମୃଗ ଗଜ ପାପୀ ତପୀ ଭଜି ତରିଗଲେ ହେ ଗୋବିନ୍ଦ ଭଵ ଜଳେ ତୁମ୍ଭେ କେବଳ ନାଉରୀ ଯେତେ ଶୁଣେ ଗୁଣେ ତୋହର ନାମ ଲୀଳା କୀର୍ତ୍ତି ତେତେ ଭରଷା ବଢେ ବାଞ୍ଛା ପାଖ ହୁଅନ୍ତି ଆହୁରି

No comments:

Post a Comment