Friday 12 July 2024

ପ୍ରାଣ ବାୟୁରେ ତୁହି ନିତ୍ୟ ଚଳ ଚଞ୍ଚଳ

ମୋର ପ୍ରାଣ ବାୟୁରେ ଗୋବିନ୍ଦ ନିତ୍ୟ ଚଳ ଚଞ୍ଚଳ ଦର୍ଶନ ପାଇବା ପାଇଁ ହଂସ ଭଜନକୁ ଅଜପା କଲି ନୟନ ଶ୍ରବଣକୁ ମାନସକୁ ଗୋବିନ୍ଦ ଅତିବ ଦୁଲର୍ଭ ଦର୍ଶନ ପାଇବା ପାଇଁ ନିରବତାକୁ ସାଥିରେ ନେଲି

No comments:

Post a Comment