Monday 8 July 2024

ହରେ କୃଷ୍ଣ ହରେ କୃଷ୍ଣ ଗଣ୍ଠିଧନ କଲେ

ହରେ କୃଷ୍ଣ ହରେ କୃଷ୍ଣ ଗଣ୍ଠିଧନ କଲେ ହରେ ରାମ ହରେ ରାମ ଅମୃତ ଝରେ ମନେ ଥିଲେ ଅଶେଷ ସଂସାର ବାସନା ନିରନ୍ତର ଜପରେ ସକଳ ଶୋଷ ମରେ

No comments:

Post a Comment