Thursday 18 July 2024

ରଥ ଯାତ୍ରା

ଅଧା ଗଢ଼ା ଦାରୁର ଦିଅଁ ଏଠି ପୂର୍ଣ୍ଣବ୍ରହ୍ମ କାମନା ବାସନା ପୂର୍ଣ୍ଣ ଜୀବ ଏଠି ଭକ୍ତ ଏଠି ବ୍ରହ୍ମ ଜୀବ ମିଶି ପୂର୍ଣ୍ଣ ହେଇଥାନ୍ତି ପହଣ୍ଡି ଏଠି ଜୀବକୁ କରେ ପୂର୍ଣ୍ଣ ମୁକ୍ତ

No comments:

Post a Comment