Saturday 13 July 2024

ତିଳ ତିଳ କରି ସଂସାରକୁ ଭୋଗ କଲି ମାଆ ଗୋ

ତିଳ ତିଳ କରି ସଂସାରକୁ ଭୋଗ କଲି ମାଆ ଗୋ ଆନନ୍ଦ ପଛପଟୁ ଦୁଃଖ ଆସି ଆଖିରେ ଭରେ ଲୁହ କାମନା ବିନାଶରେ ଦୁଃଖ ବିନାଶ ବୁଦ୍ଧେ କହିଲେ ଚଣ୍ଡୀଦାସ କହେ ତୁହି ମା ସମର୍ଥ ହରଣେ ମୋହ

No comments:

Post a Comment