Saturday 6 July 2024

ଚକ୍ଷୁ ଦେଖଇ ମାୟା ମନ କଥା ଘଷି କରେ ମୋଟା

ଚକ୍ଷୁ ଦେଖଇ ମାୟା ମନ କଥା ଘଷି କରେ ମୋଟା ହସ କିବା ଲୁହ ସ୍ଥିର ନୁହେଁ ଯେସନେ ଜୁଆର ଭଟ୍ଟା ଚକ୍ଷୁ କର୍ଣ୍ଣ ଦୁଇ ଜୀବ ବାମ ଡାହାଣ ପାଦ ଯୋଡିକ ଅସଞ୍ଜତ ମନ ସାଥି କଲେ କରନ୍ତି ବହୁ ହାଟହଟା

No comments:

Post a Comment