Monday 15 July 2024

ଭକ୍ତଟିଏର ମନର ଆକାରେ

ଭକ୍ତଟିଏର ମନର ଆକାରେ ତୋର ଆକାର ହେ ଜଗନ୍ନାଥ ଭକ୍ତ ପଛେ ପଛେ ଚାଲିଥାଉ ଯେଣେ ନିଏ ଧରି ତୋ ହାତ

No comments:

Post a Comment