Wednesday 17 July 2024

ମନ ମୋହକ ରୂପ ହୃଦୟ କମଳ କେଶରରେ

ମନ ମୋହକ ରୂପ ହୃଦୟ କମଳ କେଶରରେ ମଧୁର ନାମ ଗୋଟିକ ରହିଲା ବିଶୁଦ୍ଧ ଚକ୍ରରେ ମୁହିଁ ଏବେ ଏବେ ପୁରୁଷୋତ୍ତମରୁ ଫେରିଅଛି ମୋତେ ଏକୁଟିଆ ରହିବାକୁ ଦିଅ ନ ଡାକରେ

No comments:

Post a Comment