Saturday 13 July 2024

ବୈଷ୍ଣବ ଘରେ କିଛି ଦିନ ବିତାଇଲି

ବୈଷ୍ଣବ ଘରେ କିଛି ଦିନ ବିତାଇଲି ଦିନ ରାତି ନିସ୍ଵାର୍ଥପର ଜୀବ ସେବା ଭଜନ କୀର୍ତ୍ତନ ଦିନକୁ ଦୁଇ ବେଳା ସକଳ କର୍ମଫଳ ଗୋବିନ୍ଦକୁ ଦେବା

No comments:

Post a Comment