Thursday 11 July 2024

ନାରୀର ଯେତେ ରୂପ ଅଛି ଏହି ଜଗତରେ

ନାରୀର ଯେତେ ରୂପ ଅଛି ଏହି ଜଗତରେ କିଏ ସେ ଯେ ନ ଝୁରଇ ମାଆର ମମତାକୁ ମୁଁ କେତେ ଯେ ଡାକେ ମାଆ ମାଆ ବୋଲି ମାଆ କିବା ନ ଶୁଭେ ତୋ ପାଷାଣୀ କାନକୁ

No comments:

Post a Comment