Sunday 7 July 2024

ରଥ ଯାତ୍ରା

ଭକ୍ତ ମନ ଅଗଣାରେ ଫୁଟିଛି ଏକ ଅଦେଖା ଫୁଲ ଘନ ଶ୍ୟାମ ପାଖୁଡା ଚନ୍ଦନ କସ୍ତୁରୀ ବାସକୁ ତୁଲ କମଳ କେଶରକୁ ତାର ଚୁମେ ଭକ୍ତ ମନ ଭଅଁର ସେବତୀ ଦୟାଣା ଟାହିଆ ତୁଳସୀ ତାହାର ମୁଲ

No comments:

Post a Comment