Friday 12 July 2024

ଶୈବ ଶାକ୍ତ ବୈଷ୍ଣବ ସକଳେ ବୁଡ଼ିଗଲେ ବ୍ରହ୍ମାନନ୍ଦରେ

ଶୈବ ଶାକ୍ତ ବୈଷ୍ଣବ ସକଳେ ବୁଡ଼ିଗଲେ ବ୍ରହ୍ମାନନ୍ଦରେ ଗୋବିନ୍ଦ ହେ ତୁମ୍ଭର ଅପଲକ ଆଖିରେ ମିଳାଇ ଆଖି ମଣିମା ହେ କେତେବେଳେ କମଳ ଆଖିରେ ଠାରିବେ ହୃଦୟରେ ଥୋଇ ମନ ଦେଲି ଆଉ କି ରହିଲା ବାକି

No comments:

Post a Comment