Monday 8 July 2024

ପ୍ରଭୁ ହେ ଆପଣଙ୍କୁ ଥରୁଟିଏ କୁଣ୍ଢେଇବି ଭାବନାରେ

ପ୍ରଭୁ ହେ ଆପଣଙ୍କୁ ଥରୁଟିଏ କୁଣ୍ଢେଇବି ଭାବନାରେ ମୁହିଁ ପତିତ ତୁଳସୀ ଦୟଣା ସେବତୀକୁ କରିଲି ସାଙ୍ଗ ତୁଳସୀ ଦୟଣା ସେବତୀ ତୋର ଟାହିଆ ହୋଇଲେ ନୀଳଚକ୍ର ପତିତପାବନକୁ ଦେଖି ପବିତ୍ର ହେଲା ଅଙ୍ଗ

No comments:

Post a Comment