Saturday 13 July 2024

ବୋଉ ଲୋ ତୋହରି ବିଷୟରେ କିଛି ଲେଖିବି

ବୋଉ ଲୋ ତୋହରି ବିଷୟରେ କିଛି ଲେଖିବି ଏହି କଥାକୁ ଚିନ୍ତାକରି ମୁହିଁ କଲମ ବସିଲି ଧରି ଯାହା କିଛି ଲେଖୁଥିଲି ସବୁ ହେଉଥିଲା ଅସ୍ପଷ୍ଟ ତୋର ସ୍ନେହଁ ଆଖିଲୁହ ହୋଇ ପଡୁଥିଲା ଝରି

No comments:

Post a Comment