Thursday 18 July 2024

ମୋତେ ଗ୍ରାସିଛନ୍ତି ପାଞ୍ଚ ଜଣ ଭୁତ

ମୋତେ ଗ୍ରାସିଛନ୍ତି ପାଞ୍ଚ ଜଣ ଭୁତ ଭୟ ଦେଖାନ୍ତି ନେବେ ଏ ଜୀବନ ହେ ବିଶ୍ୱ ଗୁଣିଆ ତୋ ମନ୍ତ୍ର ଫୁଙ୍କ ଜୀବ ଜୀବନ ହେ ପତିତପାବନ

No comments:

Post a Comment