Saturday 13 July 2024

ଫୁଙ୍ଗୁଳା ପାଦରେ ବଡ ଦାଣ୍ଡରେ ଚାଲି ଚାଲି

ଫୁଙ୍ଗୁଳା ପାଦରେ ବଡ ଦାଣ୍ଡରେ ଚାଲି ଚାଲି ନନ୍ଦିଘୋଷ ରଥ ଦଉଡିକୁ ଥରେ ଚୁମା ଦେଲି ମୋର ପ୍ରାଣସହୀରେ ବଚନରେ ନୁହେଁ କହି ଆହାଃ କି ଅପୂର୍ବ ମହାଆନନ୍ଦରେ ବୁଡ଼ିଗଲି

No comments:

Post a Comment