Saturday 13 July 2024

ଚିର ଅନିଦ୍ରାରେ ଯାହା ପାଦ ସେବୁ ମାଆ ଗୋ

ଚିର ଅନିଦ୍ରାରେ ଯାହା ପାଦ ସେବୁ ମାଆ ଗୋ କେବେ କେବେ ଭାଙ୍ଗିବ ସେ ମଣିମାଙ୍କର ନିଦ ଶେଷନାଗ ଫଣାତଳେ ଆହାଃ କି ପ୍ରଶାନ୍ତ ରୂପ ମାଆ ଗୋ ମୁଁ ଟିକେ ଛୁଇଁ ଦିଅନ୍ତି କମଳ ପାଦ

No comments:

Post a Comment