Monday 15 July 2024

ମେଘ ମୁକ୍ତ ଗଗନରେ ଚେହ୍ନାଏ ଗଙ୍ଗା ଜଳ ଜହ୍ନ

ମେଘ ମୁକ୍ତ ଗଗନରେ ଚେହ୍ନାଏ ଗଙ୍ଗା ଜଳ ଜହ୍ନ ପାଖ ପାଖରେ ପୁଞ୍ଜା ପୁଞ୍ଜା ହୀରା ଲୀଳା ତାରା ନୀଳକନ୍ଦର ରତ୍ନବେଦିରେ ଅଧାଗଢା କଳା ଜହ୍ନ ପାଖରେ ଦେଢ଼ଶୁର ନଣନ୍ଦ ଦେଖି ଲକ୍ଷ୍ମୀ ଟେରା

No comments:

Post a Comment