Thursday 11 July 2024

ଜୟ ଜୟ ଜୟ ଶୁଭାଙ୍ଗୀ ମଙ୍ଗଳା ମାଆ ଗୋ

ଜୟ ଜୟ ଜୟ ଶୁଭାଙ୍ଗୀ ମଙ୍ଗଳା ମାଆ ଗୋ ସଦା ସର୍ବଦା ମୋ ହୃଦୟ କମଳରେ ହସୁଥା ଏ ମହାପତିତ ନ ଜାଣେ ପୂଜା ଅର୍ଚ୍ଚନା ମାଆ ଅଖିଳ ଜୀବ ଜନନୀ ଭକ୍ତି ଲୁହରେ ଭାସୁଥା

No comments:

Post a Comment