Monday 8 July 2024

ପଦ୍ମ ମଞ୍ଜି କି ନାଡୀ ପୋତିଦେଲି ପଙ୍କରେ

ପଦ୍ମ ମଞ୍ଜି କି ନାଡୀ ପୋତିଦେଲି ପଙ୍କରେ ପୁଷ୍କରିଣୀର ଜଳକୁ ଆଡେଇ ପଦ୍ମ ଫୁଟିଲା ହରେ କୃଷ୍ଣ ହରେ ରାମ ହୃଦୟରେ ଜପିଲି ବ୍ରହ୍ମ କମଳ କେଶର ବ୍ରହ୍ମାନନ୍ଦରେ ଭାସିଲା

No comments:

Post a Comment