Wednesday 17 July 2024

ମନ ଇନ୍ଦ୍ରିୟମାନଙ୍କୁ ଖୁସି ରଖିବା ପାଇଁ

ମନ ଇନ୍ଦ୍ରିୟମାନଙ୍କୁ ଖୁସି ରଖିବା ପାଇଁ ଜୀବନ ସାରା ଦେହୁକୁ ପକାଇଲି ବନ୍ଧା ମୋ ପାଖରେ କିଛି ନାହିଁ ହେ ଗୋବିନ୍ଦ ଗ୍ରହଣ କର ହେ ତୁଳସୀ ରଜନୀ ଗନ୍ଧା

No comments:

Post a Comment