Monday 15 July 2024

ଅପୂର୍ବ ମଣିଷ ଶରୀର ନେଇଟି ମୁହିଁ ଜନମ ହୋଇଥିଲି

ଅପୂର୍ବ ମଣିଷ ଶରୀର ନେଇଟି ମୁହିଁ ଜନମ ହୋଇଥିଲି ହାତଛଡା କଲି ରୋଗୀ ପିତା ମାତା ସେବା ମହାପୂଣ୍ୟ କିବା କିବା ନେଇ ତୋର ଦୁଆରେ ଯିବି ହେ ଗୋବିନ୍ଦ ସତରେ କି ତୋତେ ଭେଟିବା ଆଶା ନ ହୋଇବ ପୂର୍ଣ୍ଣ

No comments:

Post a Comment