Monday 8 July 2024

କର୍ଣ୍ଣରେ ଭରିଲି ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ

କର୍ଣ୍ଣରେ ଭରିଲି ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ଅଶେଷ ସୁଧା ହୋଇ କଣ୍ଠଦେଶରେ ଝରିଲା ଦୁଇ ନୟନ ପଥେ ଥୋଇଲି ଗୋବିନ୍ଦ ରୂପ ଅପୂର୍ବ ମଧୁର ବଂଶୀ ସ୍ଵନ ହୃଦୟ ମୋହିଲା

No comments:

Post a Comment