Sunday 14 July 2024

ଶ୍ରୀଗୋବିନ୍ଦକୁ ବନ ମାଳାକୁ ଦେଖି

ଶ୍ରୀଗୋବିନ୍ଦ ଗଳାରେ ବନମାଳାକୁ ଦେଖିଣ ଗୁନ୍ଥିଥିବା ମାଳି ନ ବୁଜି ପାରିଲା ଦୁଇ ଆଖି ଏଡିକି ଦୁଲର୍ଭ ମଧୁର ରୂପ ଦେଖିଲିତ ନାହିଁ ଆହାଃ କେଡେ ଅପୂର୍ବ ମୋହନ କମଳାକ୍ଷୀ

No comments:

Post a Comment