Saturday 13 July 2024

ପିତା ଯେ ସ୍ୱର୍ଗ ପିତା ଯେ ଗୁରୁ ପିତା ଯେ ବିଷ୍ଣୁ ପିତା

ପିତା ଯେ ସ୍ୱର୍ଗ ପିତା ଯେ ଗୁରୁ ପିତା ଯେ ବିଷ୍ଣୁ ପିତା ମୋ ପାଖେ ଥିଲାବେଳେ ନ ପାରିଲି ହେଜି ମନର କୋହ ମନରେ ମଲା ଆଖିଲୁହ ଆଖିରେ ପିତାଙ୍କ ଦେଇଥିବା ଋଣ କିଞ୍ଚିତ ନ ପାରିଲି ଶୁଝି

No comments:

Post a Comment