Tuesday 16 July 2024

By Sumati Siria

ବାପା ବୋଉଙ୍କର ନୟନ ତାରା ଚଗଲା ଦିଅ ର ବିଶ୍ୱାସ ପରା ଭାଇ ଭଉଣୀଙ୍କ ଦୁଃଖ ପସରା ତମ ଆଖିରେ ଯଦି ଶ୍ରାବଣ ଧାରା ବାପା ବୋଉ କଷ୍ଟ ପାଇବେ ପରା ଆମ ଆଖି ଲୁହ ପୋଛିବା ପାଇଁ ତୁମ ହାତେ ସିଏ ଦେଇଛି ଧରା

No comments:

Post a Comment