Tuesday, 15 July 2025

ତୋ ବେନି ଚକାଆଖିରେ ଆଖି ମିଳାଇଲେ

ତୋ ବେନି ଚକାଆଖିରେ ଆଖି ମିଳାଇଲେ ମୁହିଁ ତୋ ଭାବର ମହାଭାବରେ ଯାଏ ବୁଡି ବୈଷ୍ଣବଙ୍କର ଦାଣ୍ଡଦ୍ୱାର ଦେଇ ଚାଲିଗଲେ ହୃଦୟ ପଦ୍ମ ପାଖୁଡାରେ ଭକ୍ତିର ଚାରି ଧାଡି

No comments:

Post a Comment