A flower with 4 petals
Monday, 14 July 2025
ଯେତେ ଯେତେ ତୋହର
ଯେତେ ଯେତେ ତୋହର ପାଖ ହେଲି ହେ ପରମ ପ୍ରେମ ହେ ସୁଧାନିଧି ବଂଶୀ ଲୋଳ ସେତେ ସେତେ ହେଲୁ ମଧୁର ମଧୁ ଶୋଷିଲା କାଳରେ ଭଅଁର ଡେଣା ସୁସ୍ଥିର ହେଲା ସମ ସେ ବାଳ ଗୋପାଳ ରାଧା ଲୋଳ ଛନ୍ଦା ପାଦରେ ଅଧୀର
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment