Sunday, 13 July 2025

ଫୁଲର ରସକୁ ଚାଟି ଖାଇ ଦେଲେ ମହୁମାଛି

ଫୁଲର ରସକୁ ଚାଟି ଖାଇ ଦେଲେ ମହୁମାଛି ଆଜି ଶ୍ରୀଗୋବିନ୍ଦ ପୂଜା ରହିଗଲା ମୋର ବାକି ଦୁର୍ଲଭ ମଣିଷ ନେହ ବିକାର କଲେ ନଷ୍ଟ ଭ୍ରଷ୍ଟ ଆଜି ଜଗନ୍ନାଥଙ୍କୁ ନ ମିଳାଇ ପାରିବି ମୋ ଆଖି

No comments:

Post a Comment