A flower with 4 petals
Sunday, 13 July 2025
ଶ୍ରୀବତ୍ସ ବ୍ରାହ୍ମଣ ପାଦେକ ପ୍ରହାରିଲା ଉଦାର ବକ୍ଷକୁ
ଶ୍ରୀବତ୍ସ ବ୍ରାହ୍ମଣ ପାଦେକ ପ୍ରହାରିଲା ଉଦାର ବକ୍ଷକୁ ସହୃଦୟେ କୌସ୍ତୁଭ ସମ ପିନ୍ଧିଲୁ ତୁଳସୀ ସାଙ୍ଗରେ ଭକ୍ତ ଜୟଦେବ ଲେଖନୀ ଧାଡିକ ଲାଗି ଅଟକିଗଲା ଗୀତଗୋବିନ୍ଦରେ ଲେଖିଲୁ ରାଧାକୃଷ୍ଣ ଏକ ଅଙ୍ଗରେ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment