Monday, 14 July 2025

ଅଜର ଅମର ଅଟୁ ତୁହିଟି ମାଧବ

ଅଜର ଅମର ଅଟୁ ତୁହିଟି ମାଧବ ପାପ ପଙ୍କରେ ଜୀବନ ଅକାରଣ ମୋତେ ଘେନିଯାଏ ଜରା ମରଣ ହେ ଗୋବିନ୍ଦ ବଢ଼ାଇ ଦିଅ ଚରଣ

No comments:

Post a Comment