Monday, 14 July 2025

ଶିଷ୍ଠ ଜନକୁ ତୁମ୍ଭେ ଲକ୍ଷ୍ମୀକାନ୍ତ କମଳ ନୟନ

ଶିଷ୍ଠ ଜନକୁ ତୁମ୍ଭେ ଲକ୍ଷ୍ମୀକାନ୍ତ କମଳ ନୟନ ପାପୀ ଦୁଷ୍ଟ ଜନକୁ ତୁମ୍ଭେ ନରସିଂହ ବଜ୍ର ନଖ ବାଇଶିପାହାଚ ଗୋଟି ଗୋଟି କରି ଗଣି ଚଢ଼ିବୁ ଜଗମୋହନରେ ବସିଲେ ଲଭିବୁ ପରମ ସୁଖ

No comments:

Post a Comment