Sunday, 13 July 2025

ନୀଳ କାଳନ୍ଦି ନୀଳକନ୍ଦର ନୀଳାଚଳ

କୃଷ୍ଣ କୃଷ୍ଣ ଭଜି ଭଜି ଯାଉ ଏହି ଜୀବନ ଯେଣେ ଆଖି ତେଣେ ଦିଶୁ ବଂଶୀବଦନ ଶିରେ ଶିଖି ପୂଛ ଆଉ ହୃଦରେ ବନମାଳ ତ୍ରିଭଙ୍ଗ ଠାଣିରେ ସ୍ମିତ ଦେଵକୀ ନନ୍ଦନ

No comments:

Post a Comment