Tuesday, 15 July 2025

କିଏ କହେ ତୁହି ଭାବର ଠାକୁର

କିଏ କହେ ତୁହି ଭାବର ଠାକୁର କାହାର ତୁହି ଅତି ଆପଣା ଲୋକ ମୁହିଁ ଛନ୍ଦା ଚରଣେ ଲୋଟି ଭାବୁଛି ତୁହି ସର୍ବ ଚିତ୍ତ ଚୋର ମହୁ ପୋକ

No comments:

Post a Comment