Sunday, 13 July 2025

ଜତୁ ଗୃହ ଅଗ୍ନି ଶିଖାରୁ ରଖିଲ ପାଣ୍ଡବଙ୍କୁ

ଜତୁ ଗୃହ ଅଗ୍ନି ଶିଖାରୁ ରଖିଲ ପାଣ୍ଡବଙ୍କୁ ଚକ୍ର ଉହାଡରେ ରଖିଲ ଅଭିମନ୍ୟୁ ସୁତ ଦାରୁଣ କୁମ୍ଭୀର ପାଟିରୁ ରଖିଲ ଗଜକୁ ଶରଣ ପଞ୍ଜର ରଖିଲ ଦଶାନନ ଭ୍ରାତ

No comments:

Post a Comment