Thursday, 10 July 2025

ଏହି ପତିତ ତୁମ୍ଭ ଛନ୍ଦା ଚରଣ କିଙ୍କର ହେ ବାସୁଦେବ ଚିହ୍ନ ଚିହ୍ନ

ଏହି ପତିତ ତୁମ୍ଭ ଛନ୍ଦା ଚରଣ କିଙ୍କର ହେ ବାସୁଦେବ ଚିହ୍ନ ଚିହ୍ନ ଭରତ ଶିର କଠଉ ଅହଲ୍ୟା ଉଦ୍ଧାର ପାଦପଦ୍ମରେ ଶରଣ ଦିଅ ଏହି ଅଜ୍ଞାନ ଭାବରେ ହୃଦୟ କମଳ କେଶରରେ ଶେଜ ପାରିଛି ହେ ବିଶ୍ୱ ସନ୍ତାପ ନାଶନ ଧିରେ ପାଦ ଚିପୁଛି ଟିକିଏ ବିଶ୍ରାମ ନିଅ

No comments:

Post a Comment