A flower with 4 petals
Sunday, 6 July 2025
ଆତ୍ମା ମୋହର ଏକ ପିଞ୍ଜରା ଆବଦ୍ଧ ଆକୁଳ ଚଢେଇ
ଆତ୍ମା ମୋହର ଏକ ପିଞ୍ଜରା ଆବଦ୍ଧ ଆକୁଳ ଚଢେଇ ଦୁଆର ଶିକୁଳି ଖୋଲି ଉଡେଇ ଦିଅନ୍ତୁ ହେ ଚକାଆଖି ଲଭିଲେ ମୁକ୍ତି ଅଧାଗଢା ଛନ୍ଦା ପାଦ ସେବି ଶୁଝିଦେବି ମୁଣ୍ଡ ଛୁଇଁ ରାଣ ଖାଉଛି ତୁମ ଉପକାର ନ ରଖିବି ବାକି
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment