Monday, 7 July 2025

ଶ୍ରୀମନ୍ଦିର ବାଇଶି ପାହାଚ ଏହି ଅମୃତ ଜୀବନ

ଶ୍ରୀମନ୍ଦିର ବାଇଶି ପାହାଚ ଏହି ଅମୃତ ଜୀବନ ଯେତେ ଆଗକୁ ଯିବୁ ସେତେ ଲଭିଥିବୁ ଆନନ୍ଦ ଚକାଡୋଳା ଦାରୁବ୍ରହ୍ମ ଜୀବନର ପରମ ପ୍ରେମ ଯେତେ ଚାଖୁଥିବୁ ସେତେ ବଢି ଯାଉଥିବ ସ୍ୱାଦ

No comments:

Post a Comment